ପଥ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଦ) ସମ୍ପାଦନା

ପୁଅ; ପଶାଖେଳରେ କାଠିରେ ପଡ଼ିବା ଏକସଂଖ୍ୟନ ଦାନ୍ —The turn of dice representing the number ୧ (One)

(ଯଥା—ପଅ ବାଆର=୧+୧୨=୧୩: )



ପଥ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ପଥ୍ ଧାତୁ+ଅ; ତୁଳ. ଇଂରାଜୀ - ପାଥ୍; ଗ୍ରୀକ୍ ପୋତୋସ୍) ସମ୍ପାଦନା

୧. ରାସ୍ତା; ବାଟ; ମାର୍ଗ —୧. path; raod; way.
୨. ରନ୍ଧ୍ର; ଛିଦ୍ର —୨. Hole.
୩. ଦ୍ୱାର —୩. Exit; door.
୪. କୌଶଳ; ଉପାୟ;କାର୍ଯ୍ୟ ସାଧନାର ଉପାୟ — ୪. Contrivance; means; ways and means.

କି କରିବି ଦିଶଇ ପଥ କବିସୂର୍ଯ୍ୟ. ସଙ୍ଗୀତ

୫. ଚାଲି; ଚଳନ — ୫. Line of conduct; mode of living.
୬. ରୀତି; ପଦ୍ଧତି; କାର୍ଯ୍ୟ ସାଧନାର ବିଧାନ — ୬. Manner; mode of work.
୭. ଦୃଷ୍ଟି ଆଦିର ସୀମା — ୭. Reach (of the eye).

(ଯଥା—ନୟନ ପଥ; ଦୃଷ୍ଟି ପଥ; କର୍ଣ୍ଣ ପଥ)

୮. କାର୍ଯ୍ୟର ଗତି ବା ଧାରା —୮. Course.

(ଯଥା—ଧର୍ମ ପଥ, ନୀତି ପଥ )