ପଞ୍ଚ ଲବଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବୈଦିକ) (ସମାହାର ଦ୍ୱିଗୁ; ପଞ୍ଚ+ଲବଣ ସମ୍ପାଦନା

୫. ପ୍ରକାର ଲୁଣ; ଯଥା—ସୈନ୍ଧବ, ସୌବର୍ଚ୍ଚଳ, ବିଟ(୮), ପଙ୍ଗା ବା ଔଦ୍ଭିଜ୍ଜସାମୁଦ୍ର (ଆୟୁର୍ବେଦ ମତରେ ଏହା ବାୟୁ, ଶୂଳ, ଗୁଳ୍ମ, ଅଗ୍ନିମାନ୍ଦ୍ୟ, ଉଦରୀ ଓ ପ୍ଳୀହା ଆଦି ଦୂରକରେ ।) —The five salts.