ବିଟ
ବିଟ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ବିଟ୍ ଧାତୁ=ଗାଳି ଦେବା; ଶଦ୍ଦ କରିବା +କର୍ତ୍ତୃ. ଅ)
ସମ୍ପାଦନା- ୧. ଲମ୍ଫଟ; କାମୁକ —୧. A lecher; an adulterer; a fornicator.
- ୨. ଉପପତି; ଇଆର —୨. A paramour.
- ୩. କପଟ —୩, Hypoericy; decsit.
- ୪. ଧୂର୍ତ୍ତ ବ୍ୟକ୍ତି —୪. A rogue.
- ୫. କାମଶାସ୍ତ୍ରବେତ୍ତା — ୫. A person well versed in the amatory science.
- ୬. ପର୍ବତବିଶେଷ —୬. Name of a mountain.
- ୭. ପକ୍ଷୀ —୭. Bird.
- ୮. ଏକପ୍ରକାର ଖନିଜ ଦୁର୍ଗନ୍ଧମୟ ଲବଣ; କଳା ଲବଣ; ଖଣ୍ଡ ଲବଣ — ୮. A kind of salt; black salt; foetid salt
- ୯. ନାରଙ୍ଗ ଗଛ —୯. Orange tree.
- ୧. ମୂଷିକ —୧୦. Rat.
- ୧୧. ବିସ୍ତାର —୧୧. Divergence; axpansion.
- ୧୨. ପାକଡ଼ା ବା ପାଖରା ଖଇର; ପାଉଁଶିଆ ଖଇର —୧୨. Brown catechu.
- ୧୩. କାବ୍ୟାଦିରେ ବର୍ଣ୍ଣିତ ନାୟକବିଶେଷ —୧. A class of heroes in fiction or romance; a dissolute and spandthrift person,
[ ଦ୍ର—ସାହିତ୍ୟ ଦର୍ପଣ ମତରେ ଯେଉଁ ନାୟକ ବିଷୟ ଭୋଗ ଯୋଗୁଁ ଆପଣାର ସବୁ ସମ୍ପତ୍ତି ନଷ୍ଟ କରେ, ଭାରୀ ଧୂର୍ତ୍ତ. ବେଶଭୂଷାରେ ଆଡ଼ମ୍ୱର କରେ ଓ କଥାରେ ଭାରି ଚତୁର ତାହାକୁ ବିଟ ବୋଲାଯାଏ—ହିନ୍ଦୀ - ଶ. ]
ଦେଶଜ - ବିଶେଷ୍ୟ -
ସମ୍ପାଦନାପୁଲାଙ୍ଗଗଡ଼ି ବା ମାର୍ବଲ୍ ଖେଳରେ ବ୍ୟବହୃତ ମାରବଲ୍ ଆଦି ଗୋଲାକାର ବସ୍ତୁ —Marbles or nuts used in the game of marbles.
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବୀଡ଼୍=ମାଳା)
ସମ୍ପାଦନା- ୧. କାଠର ବା ଧାତୁର ଲମ୍ୱ, ବର୍ତ୍ତୂଳ ଓ ସରୂଆ ପଟି (ଯାହା ପଟାର ଧଡ଼ିରେ ଲମ୍ୱ ହୋଇ ମରାଯାଏ) —୧. A convex strip of metal or wood put on the frieze of a plate.
- ୨. (ଇଂରାଜୀ - ବୀଡ଼୍=ମାଳା) କାନ୍ଥ ଆଦିର କାନୁସଠାରୁ ଖଣ୍ଡଦୂର ଛାଡ଼ି ତଳେ ଚୂନର ଯେଉଁ ସରୁ ପଟି ରଚିତ ହୁଏ —୨. An astragal.