ପଙ୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଉଦ୍ଭିଦ ପାଂଶୁରୁ ଉତ୍ପନ୍ନ ଲୁଣ — ୧. A kind of salt manufactured from vegetables ashes.
୨. ସମୁଦ୍ରପାଣିକୁ ନିଆଁରେ ସିଝାଇଲେ ପାତ୍ର ତଳେ ଯେଉଁ ଲୁଣ ବସିଯାଏ —୨. Salt prepared by boiling.

[ଦ୍ରଷ୍ଟବ୍ୟ —ଗୋଡ଼ା ଲୁଣ ରୁଆରୁଆ ଓ ଈଷତ୍ ପାଣ୍ଡୁର, ମାତ୍ର ପଙ୍ଗା ଲୁଣ ସଫା ଓ ଚୁନା ଚୁନା]

୩. ପଙ୍ଗା ମାଛ (ଦେଖ) - —Paṅgā māchha (See)