ନଜର ରଖିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ନଜର କରିବା (ଦେଖ) - ୧. Najara karibā (See)
୨. କୌଣସି ବ୍ୟକ୍ତି ବା ବିଷୟର ତତ୍ତ୍ୱ ନେବା — ୨. To take care of.
୩. କୌଣସି ବ୍ୟକ୍ତିର ଗତିବିଧି ପ୍ରତି ସତର୍କ ଦୃଷ୍ଟି ରଖିବା —୩. To keep a vigilant eye on the movements of a person.
୪. କୌଣସି ବ୍ୟକ୍ତି ପ୍ରତି କୃପାଦୃଷ୍ଟି ବା ଅନୁଗ୍ରହ ଦୃଷ୍ଟି ରଖିବା —୪. To look upon a person with kindless or favour.



ନଜର ରଖିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. କୌଣସି ବ୍ୟକ୍ତି ପ୍ରତି ଆକୃଷ୍ଟ ବା ଅନୁରକ୍ତ ହେବା
୨. ମନୋଯୋଗୀ ହେବା
୩. କୌଣସି ବିଷୟ ପ୍ରତି ଲୁବ୍ଧ ହେବା
୪. ତତ୍ତ୍ୱ ନେବା
୫. ଯତ୍ନ କରିବା

ନାଁ (ନାଆଁ), ନାମ ରଖିବା ===

ଦେଶଜ - କ୍ରିୟାପଦ - ସମ୍ପାଦନା

ଯଶ ରଖିବା (ଦେଖ) -

(ଯଥା—ସେ ବାପଅଜାଙ୍କ ନାଁ ରଖିବ)