ନଜର କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଦେଖିବା — ୧. To see; to look at.
୨. ଦୃଷ୍ଟି ରଖିବା —୨. To keep an eye on.
୩. ଜଗିବା —୩. To watch; to guard.
୪. ତତ୍ତ୍ୱ ନେବା —୪. To supervise.
୫. ଖାତିରି କରିବା —୫. To care for.

ଅନ୍ଧକ ବୃଷ୍ଟି ନାଦୁଁ ଏତ ବଳିଆର କାହିଁକି ଏ କାହାକୁ କରିବେ ନଜର କୃଷ୍ଣସିଂହ. ମହାଭାରତ ଶାନ୍ତି