ଯଶ ରଖିବା

ଓଡ଼ିଆ ସମ୍ପାଦନା

(ଦଛ ରଖିବା—ଗ୍ରାମ୍ୟ - ରୂପ)

ଦେଶଜ - କ୍ରି. ସମ୍ପାଦନା

କୀର୍ତ୍ତି ଅର୍ଜ୍ଜନକରିବା; କୀର୍ତ୍ତିଜନକ କାର୍ଯ୍ୟ କରି ଭବିଷ୍ୟତକୁ ସୁନାମ ଛାଡ଼ିଯିବା