ଦଶମୂଳ

ଓଡ଼ିଆ ସମ୍ପାଦନା

ବେଲ, ସୁନାରୀ, ପାଟଳୀ, ଗମ୍ଭାରୀ, ଅଗିବଥୁ, ଶାଳପର୍ଣୀ, କୃଷ୍ଣପର୍ଣୀ, ଅଙ୍କରାନ୍ତି, ଲତାବେଙ୍କୋଳିଗୋଖରା। ଏହା ଜ୍ୱର, ସୂତିକାରୋଗ, ଦ୍ୱନ୍ଦ ଜ୍ୱର, ତ୍ରିଦୋଷ ପୀଡ଼ା, ଶିର ପୀଡ଼ା, ଅଗ୍ନିମାନ୍ଦ୍ୟ, ସପ୍ତଧାତୁ ଦୋଷ ବିନାଶକ ଅଟେ ବୋଲି ଆୟୁର୍ବେଦ ମାନ୍ୟ।

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଜ୍ୱର, କାଶ ଓ ଶ୍ୱାସନାଶକ ପାଚନାର୍ଥ ବ୍ୟବହୃତ ଆୟୁର୍ବେଦୋକ୍ତ ଦଶ ଗୋଟି ଗଛର ମୂଳ —Ten roots used for decoction as antidote againest ever, cough and asthma.

[ଦ୍ରଷ୍ଟବ୍ୟ —ଦଶମୂଳ ଯଥା—ବେଲ, ଗମ୍ଭାରି, ଫଣଫଣା, ଅଗବଥୂ, ପାଟେଳୀ, ଶାଳପର୍ଣ୍ଣୀ, କୃଷ୍ଣପର୍ଣ୍ଣୀ, ବୃହତୀ (ଲଟାବେକୋଳି), ଅଙ୍କରାନ୍ତି ଓ ଗୋଖୁରା ଗର୍ଭଣା ସଂକ୍ରାନ୍ତିରେ ଦଶ ଜଣ ଲୋକ ଏହି ଦଶଟି ମୂଳକୁ ପୃଥକରୂପେ ସଂଗ୍ରହ କରି ଆଣି ରଖିଲେ ତଦ୍ଦ୍ୱରା ବିଶେଷ ଫଳ ହୁଏ ବୋଲି ଜନପ୍ରବାଦ ଅଛି]