ପାଟଳୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପାଟ=ବିସ୍ତାର+ଲା ଧାତୁ+କର୍ତ୍ତୃ. ଈ) ସମ୍ପାଦନା

୧. ପାଟଳି (ଦେଖ) - —୧. Pāṭaḻi (See)
୨. ପାଟନା ନଗରର ଅଧିଷ୍ଠାତ୍ରୀ ଦେବୀ (ହିନ୍ଦୀ - ଶବ୍ଦସାଗର) — ୨. The presiding Goddess of Patna city.
୩. ଗାଧିଙ୍କ କନ୍ୟା ଓ ବିଶ୍ୱାମିତ୍ରଙ୍କ ଭଉଣୀ — ୩. Name of a sister of Biṡwāmitra.

[ଦ୍ରଷ୍ଟବ୍ୟ —ଏହାଙ୍କ ଅନୁରୋଧରେ କୌଣ୍ଡିଲ୍ୟ ମୁନିଙ୍କ ପୁତ୍ର ଏ ନଗର ବସାଇଥିଲେ]