ଗମ୍ଭାରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • ସଂସ୍କୃତ - କାଶ୍ମୀରା, କାଶ୍ମୀରୀ, ଶ୍ରପର୍ଣ୍ଣୀ, ମଧୁରସା, ମଧୁପର୍ଣ୍ଣୀ, ଭଦ୍ରପର୍ଣ୍ଣୀ, ଭଦ୍ରା, ସର୍ବଢୋଭଦ୍ରା, ଗୋପଭଦ୍ରା, କୃଷ୍ଣଫଳା, କଟାଫଳା, କୃଷ୍ଣବୃନ୍ତକ, କମ୍ୱରି, ଗୃଷ୍ଟି, ହିର, ସ୍ନିଗ୍ଧପର୍ଣ୍ଣୀ, ବାତହା, ମୋହିନୀ, ମହାମୁଦ୍ରା, କୃଷ୍ଣା, ରୋହିଣି, ସୁଫଳା
  • ବଙ୍ଗାଳୀ: গামার, গামারী
  • ହିନ୍ଦୀ: कुमहार, गम्मार, गंभारी गुम्हार, काकौदुम्वरि
  • ତେଲୁଗୁ - ଗୁମ୍ମାଡ

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ବନ୍ୟ କାଷ୍ଠବୃକ୍ଷବିଶେଷ — Gmelina Arborea (a timber tree).

[ଦ୍ରଷ୍ଟବ୍ୟ — ଏହା ଭାଣ୍ଡୀରାଦି ବର୍ଗର ଆରଣ୍ୟ ତରୁ; ପତ୍ର ବଡ଼ବଡ଼ ପାନ ପରି ଫୁଲ ବଡ଼ବଡ଼ ଓ ପୀତବର୍ଣ୍ଣ ଏହାର କାଠ ହାଲୁକା ଓ ଧଳା ଏବଂ ଆପୀତ ଏ କାଠ ଭଲ ପାଲିସ୍ କରାଯାଇ ପାରେ ଏ କାଠରେ ସବାରୀ, ଚଉକି, ଟେବୁଲ ଇତ୍ୟାଦି କରାଯାଏ ଏହା ହୋମର ସମିଧ ହୁଏ ଏହାର ଛାଲ ଓ ଫଳ ଔଷଧରେ ଲାଗେ; ଏହା ପାଚକ, ଦୀପକ, ମେଧାଜନକ, ବୃକ୍ଷ ଓ ରୋଚକ; ଆମଶୂଳ, ବାଘୀ, ଶୋଷ, କ୍ଷୟ ଓ ଜ୍ୱରରେ ଉପକାରୀ ଏହାର ଫଳ ପାଚିଲେ କଷା ଓ ଖଟା— ମିଠା ଲାଗେ ]

ପ୍ରାଦେଶିକ - (ଗଡ଼ଜାତ) ସମ୍ପାଦନା

ଏକପ୍ରକାର ମୋଟ ଲତା — A kind of thick creeper.

[ ଦ୍ର—ଏହାକୁ ଚିରି ଲଇ କରାଯାଏ ]