ତିରୋଟ
- ଅର୍ଥାଭାବ; ଅଭାବ
ବିଶେଷଣ (ଦେଶଜ)
ସମ୍ପାଦନା
ତିରୋଟ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାତିରୋଟ
|
ଦେଶଜ - ବିଶେଷ୍ୟ -
ସମ୍ପାଦନାଅର୍ଥାଭାବ; ଅଭାବ — Pecuniary want.
(ଯଥା—ମୋର ବର୍ତ୍ତମାନ ପଇସାପତ୍ରର ଭାରି ତିରୋଟ )
ଦେଶଜ - ବିଶେଷଣ -
ସମ୍ପାଦନା- ୧. ନଅଣ୍ଟ; ନଅଣ୍ଟିଆ — ୧. Insufficient.
- ୨. ମହର୍ଗ —୨. Dear (in price).
- ୩. ଅଭାବଯୁକ୍ତ (ଅବସ୍ଥା, ସମୟ, ବ୍ୟକ୍ତି) —୩. Needy.