ନିଅଣ୍ଟ
ନିଅଣ୍ଟ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଅନଟନ)
ସମ୍ପାଦନାଅନଟନ; ଅଭାବ — Want; insufficience.
ବିଶେଷଣ -
ସମ୍ପାଦନା- ୧. ଅଭାବଗ୍ରସ୍ତ (ବ୍ୟକ୍ତି) — ୧. Beset with want.
- ୨. ନଅଣ୍ଟ; ଅଯେଥେଷ୍ଟ (ବସ୍ତୁ) —Insufficient.
ଶତ ପ୍ରାୟଶ୍ଚିତ୍ତ କଲେ ହେଉ ଥିଲା ଦୋଷକୁ ତାହା ନିଅଣ୍ଟ ରାଧାନାଥ. ଯଯାତି