ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ଅଳିଆ; ଆବର୍ଜନା
  • ଗୋଳମାଳ; ଉତ୍ପାତ; ଗଣ୍ତଗୋଳ
  • କଳିକଜିଆ
  • ସଙ୍କଟ; ବିପଦ; ଦୁର୍ଭାଗ୍ୟ
  • ସଂସାରର ମାୟା; ବିଷମମାୟା
  • ଅଳି; ଉପର୍ଯ୍ୟୁପରି ଜିଗର କରି ପ୍ରର୍ଥନା
  • ଜଜାଲଜଞ୍ଜାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଜଂଜାଳ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଜନ୍ ଧାତୁ; ଯଙ୍ ଲୁଗନ୍ତ+କର୍ତ୍ତୃ. ଅ=ଜଞ୍ଜ+ ପୃରଣାର୍ଥେ. ଆଳ; ଯେ ବାରମ୍ୱାର ବା ଉପର୍ଯ୍ୟୁପରି ଜନ୍ନ ହୁଏ) ସମ୍ପାଦନା

୧. ଅଳିଆ; ଆବର୍ଜନା —୧. Rubbish; sweepings; refuse matters.
୨. ଗୋଳମାଳ; ଉତ୍ପାତ; ଗଣ୍ଡଗୋଳି — ୨. Disorder; confusion; complication.
୩. ଝଞ୍ଜଟ୍ —୩. Trouble; botheration.

ତୋତେ ନ ଭାଗେ ତା ଜଞ୍ଜାଳ ଭୂପତି—ପ୍ରେମପଞ୍ଚାମୃତ

୪. କଳିକଜିଆ —୪. Quarrels.
୫. ସଙ୍କଟ; ବିପଦ; ଦୁର୍ଭାଗ୍ୟ —୫. Misfortune.
୬. ସଂସାରର ମାୟା; ବିଷୟମାୟା — ୬. Worldly tie or complications.

ଦେହ ଜଞ୍ଜାଳ ପ୍ରାୟ ଦିଶେ ପଦାର୍ଥ ମାଗିବି ମୁଁ କିସେ ଭୂପତି—ପ୍ରେମପଞ୍ଚାମୃତ


୭. ଅଳି; ଉପର୍ଯ୍ୟୁପରି ଜିଗର କରି ପ୍ରାର୍ଥନା — ୭. Importunity; repeated pressing request.
୮. ଜଜାଲ (ଦେଖ) - ୮. Jajāla (See)