ଜଜାଲ
ଜଜାଲ
ଉଚ୍ଚାରଣ
ସମ୍ପାଦନା(ଜଜାଲୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଯୁଧ ଧାତୁରୁ; ଯୁଦ୍ଧପ୍ରିୟ; ଯୁଦ୍ଧଶୀଳ)
ସମ୍ପାଦନା- ୧. କଳହପ୍ରିୟ —୧. Quarrelsome.
- ୨. ବଳୁଆ —୨. Strong.
- ୩. ମହାକାୟ —୩. Gigantic.
- ୪. ବୃହତ୍ —୪. Big.
[ ଦ୍ର—ଲୋକେ ଦୁଷ୍ଟା ଓ ମହାକାୟା ସ୍ତ୍ରୀମାନଙ୍କୁ ଏହି ବିଶେଷଣ ଦେଇଥାଆନ୍ତି]
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ବନ୍ଧୁକବିଶେଷ — ୧. A kind of matchlock gum.
ତୋପ କମାଣ ତ୍ରି ଶକଟ ଗୁଣ ନଜାଲ ଜମ୍ୱୁରା ନଳି ପ୍ରଚଣ୍ଡ ବ୍ରଜନାଥ. ସମରତରଙ୍ଗ
[ ଦ୍ର—ଏହା ତୋଡ଼ାଦାର ଓ ଏଥିର ନଳୀ ଲମ୍ୱା, ଏହା ଭାରୀ ଓ ଏଥିର ଗୁଳି ବହୁ ଦୂରକୁ ଯାଏ]
- ୨. ଏକ ପ୍ରକାରି ତୋପ — ୨. A kind of cannon.
[ ଦ୍ର—ଏଥିରେ ଗୋଡ଼ ଓ ପଥର ଭରତି କରାଯାଇ ମରା ଯାଉଥିଲା]