ବିଶେଷ୍ୟ (ଦେଶଜ) ସମ୍ପାଦନା

  • ଜଗତ୍
  • ଜଗଦବାସୀଲୋକଜଗତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଗତ୍) ସମ୍ପାଦନା

୧. ଜଗତ୍ (ଦେଖ) - ୧. Jagat (See)
୨. ଜଗତ୍ୱାସୀଲୋକ —୨. People of the whole world; all the world.


ବ୍ରହ୍ମହତ୍ୟା କରିବା ପାପୁଁ ସେ ମୂକତ ହୁଅଇ ଏହି କଥା ଜାଣନ୍ତି ଜଗତ—କୃଷ୍ଣସିଂହ. ମହାଭାରତ. ବନ



ଜଗତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ -(ସଂସ୍କୃତ - ଜରତ୍) ସମ୍ପାଦନା

ପକ୍ୱ; ପାଚିଲା — Ripe.

ବିରକ୍ତିହୀନ ରକ୍ତ ଜରଜର ଜରତ ବିମ୍ୱ ଆକୃତି ବହେ ଦେହେ ସେ ଭଞ୍ଜ. ବୈଦେହୀଶବିଳାଶ