ଜଗତ୍
ଜଗତ୍
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଗମ୍ ଧାତୁ+କତ୍ତୃ. କ୍ୱିପ୍; ନିପାତନ; ଯେ ନିୟତ ଗତି କରୁଛି
ସମ୍ପାଦନା- ୧. ବିଶ୍ୱ; ସଂସାର; ପୃଥିବୀ — The world.
- ୨. ବିଶ୍ୱ; ବ୍ରହ୍ମାଣ୍ଡ —୨. The universe.
- ୩. ସଷ୍ଟି —୩. The creation.
- ୪. ବାୟୁ (ହିନ୍ଦୀ - ଶବ୍ଦସାଗର.) —The air.
- ୫. ମହାଦେବ (ହିନ୍ଦୀ - ଶବ୍ଦସାଗର) —୫. God Ṡiba.
- ୬. ଗୋପୀ ଚନ୍ଦନ (ହିନ୍ଦୀ - ଶବ୍ଦସାଗର) — ୬. A spices of sandal.
ପ୍ରାଦେଶିକ - (କୁଜଙ୍ଗ) ବିଶେଷ୍ୟ -
ସମ୍ପାଦନାଜାଲିଆ ବା କେଉଟଙ୍କର ବଂଶୋପାଧି ବିଶେଷ — A title of family fishermen.
ସଂସ୍କୃତ - ବିଶେଷଣ -
ସମ୍ପାଦନା- ୧. ଜଙ୍ଗମ; ଗତିଶୀଳ — ୧. Moving.
- ୨. ଅସ୍ଥାୟୀ —୨. Temporary.