ଛେଲା
- ଛେଲ
- କାଠ ବା ବାଉଁଶର ଉପରୁ ପତଳା କରି କଟୁରି ବା ବାରସୀରେ ତାଞ୍ଚି ନେଲେ ଯେଉଁ ପତଳା ପାତିଆ ବହାରେ
- ତାଞ୍ଚିବା
- ଗୁଡ଼ର ପରିମାଣବିଶେଷ; ୧୦ ବିଶା
- କପାର ପରିମାଣବିଶେଷ; ୪୦ ବିଶା
- ଧାନର ପ୍ରିମାଣ ବିଶେଷ; ୪୦ ଗୌଣୀ
- ପୂରୀ ଜିଲ୍ଲାରେ ନଡିଆଗଣତିରେ ସଂଖ୍ୟାବିଶେଷ; ୯ ପଣ ବା ୭୨୦ କଡା ନଡିଆ
- ବାଲେଶ୍ଵରୀ ଛଅସେରିଆ ଗଉଣୀରେ ୪୦ ଗଉଣୀ (ଧାନ) = ୨୪୦ ବଲେଶ୍ଵରୀ ସେର = ବଲେଶ୍ଵରୀ ୬ ମହଣ = କତକୀ ୪ ମହଣ
- ଥୋଡିବଳଦଙ୍କ ଉପରେ ଉପରେ ବୁହାଯିବା ପଲାଣ
- ବିଲରୁ କଟା ହୋଇ ଖଳାକୁ ଅଣାଯିବା କଳେଇର ଗୋଛା, ଯାହା ବଳଦଙ୍କ ପିଠିରେ ବୁହାଯାଏଛେଲା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଲ୍ୟ)
ସମ୍ପାଦନା- ୧. ଛେଲ (ଦେଖ) - ୧. Chhela (See)
- ୨. (ସଂସ୍କୃତ - ଛଲ୍ଲି) କାଠ ବା ବାଉଁଶର ଉପରୁ ପତଳା କରି କଟୁରି ବା ବାରସୀରେ ଢାଞ୍ଛି ନେଲେ ଯେଉଁ ପତଳା ପାତିଆ ବାହାରେ — ୨. Scraped thin slice of bamboo or wood.
- ୩. ତାଞ୍ଛିବା —୩. Scraping.
- ୪. ଗୁଡ଼ର ପରିମାଣବିଶେଷ; ୧ ବିଶା — ୪. A measure of molasses; ୧୦ biṡās.
- ୫. କପାର ପରିମାଣବିଶେଷ; ୪ ବିଶା — ୫. A measure of cotton; ୪୦ biṡās.
- ୬. ଧାନର ପରିମାଣ ବିଶେଷ; ୪ ଗୌଣୀ — ୬. A measure of paddy; ୪୦ g&aline;&uline;ṇīs.
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
ସମ୍ପାଦନା- ୧. ପୁରୀ ଜିଲ୍ଲାରେ ନଡ଼ିଆଗଣତିରେ ସଂଖ୍ୟା— ବିଶେଷ;୯ ପଣ ବା ୭୨: କଡ଼ା ନଡ଼ିଆ — ୧. (Puri district) An aggergate of ୭୨୦ cocoanuts.
- ୨. (ବାଲେଶ୍ୱର) ବି—ବାଲେଶ୍ୱରୀ ଛଅସେରିଆ ଗଉଣୀରେ ୪ ଗଉଣୀ (ଧାନ)=୨୪: ବାଲେଶ୍ୱରୀ ସେର= ବାଲେଶ୍ୱରୀ ୬ ମହଣ=କଟକୀ ୪\?\: ମହଣ — ୨. Six maunds of paddy.
- ୩. ଥୋଡ଼ିବଦଳଙ୍କ ଉପରେ ଉପରେ ବୁହାଯିବା ପଲାଣ — ୩. Pack-saddle.
- ୪. ବିଲରୁ କଟା ହୋଇ ଖଳାକୁ ଅଣାଯିବା କଳେଇର ଗୋଛା, ଯାହା ବଳଦଙ୍କ ପିଠିରେ ବୁହାଯାଏ — ୪. A pack of paddy sheaves carried on the backs of bullocks from the fields.