ଛେଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଲ୍ୟ) ସମ୍ପାଦନା

୧. ଶର; ବାଣ; ଅସ୍ତ୍ରବିଶେଷ — ୧. Arrow; a weapon of offence.

ନୀକି—ବନ୍ଧ ଛେଲ ତା ମଧ୍ୟେ ପୋତାଇଲା ଆସିଲେ ବାଲ୍ୟ ରଜା ମାରିକି ଭାବିଲା କୃଷ୍ଣସିଂହ. ମହାଭାରତ. ବନ

୨. ବରଚ୍ଛା —୨. Spear.

ଛେଲ ପୋତି ପରା ଉପରେ ହସ୍ର ଦେଇ କୃଷ୍ଣସିଂହ. ମହାଭାରତ. ଆଦି

ଅନୁବାଦ ସମ୍ପାଦନା

୩. (ସଂସ୍କୃତ - ଛଲ୍ଲି) ବାଉଁଶ ଇତ୍ୟାଦିଙ୍କର ପତଳା ଛୋଟ ପାତିଆ —୩. Thin small slices or strips of bamboo.