ଚଟା
ଚଟା
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. (ସଂସ୍କୃତ - ଚକ୍ଷଣ) ଚାଟିବା କର୍ମ — ୧. Act of licking.
- ୨. କୁମ୍ଭାରମାନେ ବାମହାତରେ ବାଣ୍ଡ଼ିକୁ ଧରି ଡାହାଣ ହାତରେ କଞ୍ଚା ହାଣ୍ଡ଼ିଆଦିର ପିଠିକୁ ଯେଉଁ ଚଟକା କାଠର କୋବାଦ୍ୱାରା ଚାପଡ଼ାନ୍ତି —୨. A flat piece of wood which the potters pat over a newly made unbaked earthen pot.
[ଦ୍ରଷ୍ଟବ୍ୟ —ହାଣ୍ଡ଼ିର ତଳପାଖରେ ବାଆଁ ହାତଦ୍ୱାରା 'ବିଣ୍ଡ଼ି' ଧରିଥାନ୍ତି ଓ ବିଣ୍ଡ଼ି ଲାଗିଥିବା ସ୍ଥାନର ଉପରପାଖକୁ ଚଟାଦ୍ୱାରା ଚାପଡ଼ାନ୍ତି]
ଅନୁବାଦ
ସମ୍ପାଦନାଚଟା
|
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଯେ ଚାଟେ —୧. Licking.
- ୨. (ଗାଳି) ଅଇଣ୍ଠାଖିଆ —୨. (a term of abuse) Licking the food left by another.
ପ୍ରାଦେଶିକ - (କଟକ) ବିଶେଷ୍ୟ -
ସମ୍ପାଦନା(କୋଡ଼ାକାଙ୍କଆଦିରେ) ଥରେ ହାଣିବା — One stroke with the spade.
(ଯଥା—ସେ ହିଡ଼ରେ କୋଡ଼ିରେ ଚଟାଏ ମାଇଲା)
ପ୍ରାଦେଶିକ - (କଟକ)ବିଶେଷଣ -
ସମ୍ପାଦନାକୋଡ଼ିକାଙ୍କଆଦି ଥରେ ହାଣିଲେ ଯେଉଁ ମାଟି ସମ୍ଭାଳି ଯିବ — (earth) Which will withstand one stroke of a spade.
(ଯଥା—ସେ ହଡ଼ରେ କୋଡ଼ିରେ ଚଟାଏ ମାଇଲା)
ପ୍ରାଦେଶିକ - (ମେଦିନୀପୁର; ତୁଳ. ବଙ୍ଗାଳୀ - ଚଟା) ବିଶେଷ୍ୟ -
ସମ୍ପାଦନା- ୧. ରାଗ, କ୍ରୋଧ — ୧. Anger; rage.
- ୨. ରାଗିବା —୨. Being angry.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାଚଡ଼ୁ (ଦେଖ) - Chaṟḍ̠u (See)
ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -
ସମ୍ପାଦନା- ୧. ଚେପଟା; ଚଟକା — ୧. Flat.
- ୨. ସମତଳ —୨. Level.
- ୩. ଶୁଖିଲା —୩. Dry.
(ଯଥା—ବନ୍ଧଟା କାଟିଦେଲେ ପୋଖରୀଟା ଚଟା ପଡ଼ିଯିବ )
- ୪. ଚଠା (ଦେଖ) - ୪. Chaṭhā (See)
ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ -
ସମ୍ପାଦନାସାନ; କ୍ଷୁଦ୍ର —Small; tiny.
(ଯଥା—ଚଟା ଛୁଆଟି କାନ୍ଦି କାନ୍ଦି ରହିଲାଣି)
ଉଚ୍ଚାରଣ
ସମ୍ପାଦନା$1