ଚଡ଼ୁ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ରୋଗ ନିବାରଣାର୍ଥ ତପ୍ତଲୌହଦ୍ୱାରା ଜୀବଶରୀରର ଶିରାରେ ଦିଆଯିବା ଦାଗ; ଚିଆଁ; ବାଣୀ — ୧. Cauterization; branding marking with a hot iron.
୨. ଗରମ ଲୌହଦ୍ୱାରା ଦେହରେ କରାଯିବା ଚିହ୍ନ — ୨. A mark with a branding iron.