ଚଠା
ଚଠା
ଉଚ୍ଚାରଣ
ସମ୍ପାଦନା(ଚଠୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ଗାଳି)
ସମ୍ପାଦନା- ୧. ଉଦରମ୍ଭରି; ପେଟୁ — ୧. Greedy.
- ୨. ବିନା ନିମନ୍ତ୍ରଣରେ ଭୋଜନ ସ୍ଥାନକୁ ଯିବା (ବ୍ୟକ୍ତି) — ୨. (a person Attending a feast without invitation.
- ୩. ଅଇଁଠାଚଟା; ପରାନ୍ନଭୋଗୀ —୩. Slavishly living on the leavings of other's dishes.
- ୪. ଅତ୍ୟନ୍ତ ସ୍ୱାଦଲୋଲୁପ; ଡାହାଣା — ୪. Hankering after dainties.