ଚଉରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଚମରୀ)—କେଶଦ୍ୱାରା ନିର୍ମିତ କେଶବନ୍ଧନ— ରଜ୍ଜୁ —୧. A string made of hairs strung together and used as a tape for tying the hair.
୨. (ସଂସ୍କୃତ - ଚତ୍ୱର)—ଚିରିଆଡ଼େ ଘେରିଥିବା ପ୍ରାଙ୍ଗଣ; ଖଞ୍ଜା — ୨. Courtyard surrounded by houses on four sides.
୩. (ସଂସ୍କୃତ - ଚତ୍ୱର) ଚଉଶାଳା (ଦେଖ) - ୩. Chauṡālā (See)
୪. ଚାମର (ଦେଖ) - ୪. Chāmara (See)
୫. ସତ୍ୟଆମ୍ୱ (ଦେଖ) - ୫. Satya-āmba (See)
୬. ଅଗଣା ମଧ୍ୟରେ ଥିବା ଛୋଟ ପକ୍କା ବେଦୀ — ୬. A small pucca raised platform or altar in a courtyard.
୭. (ସଂସ୍କୃତ - ଚତୁରିକା)—ଚାରିକୋଣିଆ ଅଗଣା — ୭. A quadrangular courtyard.