ଚାମର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଚମର=ମୃଗ ବିଶେଷ+ସମ୍ୱର୍ଧାର୍ଥେ. ଅ) ସମ୍ପାଦନା

୧. କେଶଗୁଚ୍ଛନିର୍ମିତ ବ୍ୟଜନ; ଚଅଁର; ବାଳବ୍ୟଜନ — ୧. Chowrie; a fan consisting of a bunch of tail-hair; a fly-flap or fan made from the bushy tail of the yak.

[ଦ୍ରଷ୍ଟବ୍ୟ —ଏହା ଦେବତା ଓ ରାଜାମହାରାଜାଙ୍କ ନିକଟରେ ଚାଳିତ ହୋଇ ବ୍ୟଜନ ରୂପେ ବ୍ୟବହୃତ ହୁଏ]

୨. କେଶଗୁଚ୍ଛ —୨. A bunch of hair.