ଉଇକିଅଭିଧାନ:ବଛା ଶବ୍ଦ/୨୦୧୫/ଜୁଲାଇ

ନଗଦ

ଉଚ୍ଚାରଣ: Nagada
ବୈଦେଶିକ - ବିଶେଷ୍ୟ - (ଆରବୀ - ନକ୍‌ଦ)

  1. ଗଚ୍ଛିତ ଟଙ୍କା; ରୋକଡ଼; ମୁଦ୍ରାରୂପୀ ଧନ
  2. ସଙ୍ଗେ ସଙ୍ଗେ ଟଙ୍କା ଆଦାନ ପ୍ରଦାନ

[ଦ୍ରଷ୍ଟବ୍ୟ —ସିଦ୍ଧେଶ୍ୱରପୁର ଦେଶଶାସନ ମକଦମ ନଗଦ ଗଣାଇଲା— ଶିଶୁ ହସ୍ତାକ୍ଷର ଲିପି]
ବିଶେଷଣ

  1. ଅତି ଅଳ୍ପ କାଳ ହେଲା ଘଟିଥିବା