ନଗଦ
ନଗଦ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଆରବୀ - ନକ୍ଦ)
ସମ୍ପାଦନା- ୧. ଗଚ୍ଛିତ ଟଙ୍କା; ରୋକଡ଼; ମୁଦ୍ରାରୂପୀ ଧନ —୧. Cash; ready money.
- ୨. ସଙ୍ଗେ ସଙ୍ଗେ ଟଙ୍କା ଆଦାନ ପ୍ରଦାନ — ୨. Cash payment; cash transaction.
(ଯଥା—ସିଦ୍ଧେଶ୍ୱରପୁର ଦେଶଶାସନ ମକଦମ ନଗଦ ଗଣାଇଲା— ଶିଶୁ ହସ୍ତାକ୍ଷର ଲିପି)
ବିଶେଷଣ -
ସମ୍ପାଦନା- ୧. ଗଚ୍ଛିତ; ଉପସ୍ଥିତ (ମୁଦ୍ରା) —୧. Cash.
- ୨. ସଙ୍ଗେ ସଙ୍ଗେ ଦେୟ ବା ଦିଆ ଯାଇଥିବା — ୨. Payable or paid in cash.
- ୩. ସଙ୍ଗେ ସଙ୍ଗେ ମୂଲ୍ୟ ଦିଆଯାଇ କ୍ରୀତ — ୩. Purchased on cash payment.
- ୪. ଅତି ଅଳ୍ପ କାଳ ହେଲା ଘଟିଥିବା — ୪. Recent; of very late occurrence.
କ୍ରିୟା ବିଶେଷଣ -
ସମ୍ପାଦନା- ୧. ସଙ୍ଗେ ସଙ୍ଗେ (ଟଙ୍କା ଦେବା) — ୧. (payment of money) In cash; in ready money.
- ୨. ଅତିଶୀଘ୍ର; ସଙ୍ଗେସଙ୍ଗେ — ୨. Immediately; at once.
- ୩. ଅତି ଅଳ୍ପକାଳ ହେଲା —୩. Recently.
ପ୍ରାଦେଶିକ - (ଭତରି ଭାଖା) ବିଶେଷଣ -
ସମ୍ପାଦନାଉତ୍ତମ —Excellent.