ନଗଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ନକ୍‌ଦ) ସମ୍ପାଦନା

୧. ଗଚ୍ଛିତ ଟଙ୍କା; ରୋକଡ଼; ମୁଦ୍ରାରୂପୀ ଧନ —୧. Cash; ready money.
୨. ସଙ୍ଗେ ସଙ୍ଗେ ଟଙ୍କା ଆଦାନ ପ୍ରଦାନ — ୨. Cash payment; cash transaction.

(ଯଥା—ସିଦ୍ଧେଶ୍ୱରପୁର ଦେଶଶାସନ ମକଦମ ନଗଦ ଗଣାଇଲା— ଶିଶୁ ହସ୍ତାକ୍ଷର ଲିପି)

ବିଶେଷଣ - ସମ୍ପାଦନା

୧. ଗଚ୍ଛିତ; ଉପସ୍ଥିତ (ମୁଦ୍ରା) —୧. Cash.
୨. ସଙ୍ଗେ ସଙ୍ଗେ ଦେୟ ବା ଦିଆ ଯାଇଥିବା — ୨. Payable or paid in cash.
୩. ସଙ୍ଗେ ସଙ୍ଗେ ମୂଲ୍ୟ ଦିଆଯାଇ କ୍ରୀତ — ୩. Purchased on cash payment.
୪. ଅତି ଅଳ୍ପ କାଳ ହେଲା ଘଟିଥିବା — ୪. Recent; of very late occurrence.

କ୍ରିୟା ବିଶେଷଣ - ସମ୍ପାଦନା

୧. ସଙ୍ଗେ ସଙ୍ଗେ (ଟଙ୍କା ଦେବା) — ୧. (payment of money) In cash; in ready money.
୨. ଅତିଶୀଘ୍ର; ସଙ୍ଗେସଙ୍ଗେ — ୨. Immediately; at once.
୩. ଅତି ଅଳ୍ପକାଳ ହେଲା —୩. Recently.

ପ୍ରାଦେଶିକ - (ଭତରି ଭାଖା) ବିଶେଷଣ - ସମ୍ପାଦନା

ଉତ୍ତମ —Excellent.