ସନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସନ୍ସନ୍—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ପବନ ଜୋର୍ରେ ବୋହିବାର ଶବ୍ଦ; ବାୟୁ ସଞ୍ଚାଳନ —୧. The sound of brisk blowing of wind.
୨. ଶରର ବା ତୀରର ମୂହୁର୍ମୁହୁଃ ମରାଯିବାର ଶବ୍ଦ —୨. The sound of arrows being discharged in quick succession.
୩. ଦ୍ରୁତ ଗମନଜନିତ ଶବ୍ଦ — ୩. Sound of quick motion.

ପ୍ରାଦେଶିକ - (ଇରିଆ) ବିଶେଷ୍ୟ - ସମ୍ପାଦନା

ସୂର୍ଣ୍ଣ; ସୁନା —Gold.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ସନ (ଦେଖ) - — Sana (See)



ସନ୍ (ପ୍ରତ୍ୟୟ) —

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ସମ୍ପାଦନା

ଇଚ୍ଛାର୍ଥେ ଧାତୁର ପରେ ଲାଗିବା ପ୍ରତ୍ୟୟ —A suffix added to verbs meaning,- wishing to do an act.

[ଦ୍ରଷ୍ଟବ୍ୟ —ଏହି ପ୍ରତ୍ୟୟ ଯୁକ୍ତ ହେବା ପରେ ଧାତୁକୁ 'ସନନ୍ତ' ଧାତୁ ବୋଲାଯାଏ ସନନ୍ତ ହେଲେ ମୂଳ ଧାତୁର ଆଦ୍ୟାକ୍ଷର ପ୍ରାୟଶଃ ଦ୍ୱିତ୍ୱ— ପ୍ରାପ୍ତ ହୁଏ ଯଥା— କୃଧାତୁ= କରିବା+ସନ୍=ଚିକୀର୍ଷ ଧାତୁ=କରିବାକୁ ଇଚ୍ଛା କରିବା, ପାଧାତୁ=ପିଇବା+ସନ=ପିପାସ୍ ଧାତୁ =ପିଇବାକୁ ଇଚ୍ଛା କିରବା, ଜ୍ଞାଧାତୁ=ଜାଣିବା+ସନ୍ =ଜିଜ୍ଞାସ୍ ଧାତୁ=ଜାଣିବାକୁ ଇଚ୍ଛା କରିବା ଏହି ଧାତୁରେ ଭାବ ବାଚ୍ୟରେ 'ଅ' ପ୍ରତ୍ୟୟ କଲେ ନିଷ୍ପନ୍ନ ପଦ ପ୍ରାୟଶଃ ଆକାରାନ୍ତ ହୁଏ ଯଥା—ଚିକୂର୍ଷା=କରିବା ଇଚ୍ଛା; ପିପାସା=ପିଇବା ଇଚ୍ଛା; ଜିଜ୍ଞାସା=ଜାଣିବା ଇଚ୍ଛା; ସନନ୍ତ ଧାତୁରେ 'ଉ' ପ୍ରତ୍ୟୟ ହେଲେ ଉଚ୍ଚାରାନ୍ତ ବିଶେଷଣ ଶବ୍ଦ ହୁଏ ଯଥା— ଚିକୀର୍ଷ୍ମ=କରିବାକୁ ଇଚ୍ଛୁକ, ପିପାସୁ=ପିଇ ବାକୁ ଇଚ୍ଛୁକ, ଜିଜ୍ଞାସା=ଜାଣିବାକୁ ଇଚ୍ଛୁକ]