ସଞ୍ଚା ସମ୍ପାଦନା

  1. ଆଗନ୍ତୁକ, ଅତିଥି ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଖାଦ୍ୟପାକାର୍ଥ ଦିଆଯିବା ଚାଉଳ, ଡାଲି, ପରିବା ଆଦି ସାମଗ୍ରୀ
  2. ଚିହ୍ନ; (ଅଳଙ୍କାରାଦିର ଚାପରେ ଦେହରେ ରହି ଯାଇଥିବା ଦାଗ
  3. ଶୋଭା; ସୌନ୍ଦର୍ଯ୍ୟ
  4. ରକ୍ତାଦିର ବିନ୍ଦୁ ବା ଦାଗ; ଛିଟା
  5. ସାମଗ୍ରୀ; ଉପକରଣ
  6. ସଂଗ୍ରହ; ସମଷ୍ଟି
  7. ବନ୍ଦୋବସ୍ତ; ବ୍ୟବସ୍ଥାନସଞ୍ଚା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ସଞ୍ଚ (ଦେଖ) - —San̄cha (See)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଚିହ୍ନ; ଅଳଙ୍କାରାଦି ରଚାପରେ ଦେହରେ ରହି ଯାଇଥିବା ଦାଗ —୧. Marks left on the body by the pressure of ornaments.

ଅନୁବାଦ ସମ୍ପାଦନା

(ଉ—ଆଲିଙ୍ଗନ ଚୁଡ଼ି ସଞ୍ଚା ଦେହରେ ବସେ ପ୍ରାଚୀ. ଶିଶୁଶଙ୍କର. ଉଷା ଅଭିଳାଷ)

୨. ଶୋଭା; ସୌନ୍ଦର୍ଯ୍ୟ — ୨. Beauty; grace.

ଅନୁବାଦ ସମ୍ପାଦନା

୩. ରକ୍ତାଦିର ବିନ୍ଦୁ ବା ଦାଗ; ଛିଟା —୩. Stain or spots (of blood etc) on a thing

(ଉ—ବିଧିରେ ପଲାଶ ରୁଧିର ସଞ୍ଚା, ବିକଶିଲା ପୁଷ୍ପ ପରାୟେ ପଞ୍ଚା—ଭଞ୍ଜ. ବୈଦେହୀଶବିଳାସ)

ଅନୁବାଦ ସମ୍ପାଦନା

୪. (ସଂସ୍କୃତ - ସଂଚୟ) ସାମଗ୍ରୀ; ଉପକରଣ — ୪. Materials.
୫. ଆଗନ୍ତୁକ, ଅତିଥି ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଖାଦ୍ୟପାକାର୍ଥ ଦିଆଯିବା ଚାଉଳ, ଡାଲି, ପରିବା ଆଦି ସାମଗ୍ରୀ; ସିଧା; ଖାଦ୍ୟସମ୍ଭାର —୫. Victuals presented to guests; materials for cooking meal sent to guests who cook their own food.

(ଉ—ଅଜ୍ଞା ଦେବ ଯେବେ, ମଣୋହି ସଞ୍ଚା ଭିଆଇବି ତେବେ—ପ୍ରାଚୀ. ପ୍ରତାପ ଶଶିସେଣା)

ଅନୁବାଦ ସମ୍ପାଦନା

୬. ସଂଗ୍ରହ; ସମଷ୍ଟି —୬. Collection.
୭. ଏକତ୍ରୀ— କାରଣ; ଗଦା —୭. Heaping up.
୮. ବନ୍ଦୋବସ୍ତ; ବ୍ୟବସ୍ଥାନ —୮. Arrangement.

ଅନୁବାଦ ସମ୍ପାଦନା

(ସଞ୍ଚୀ, ସଞ୍ଚେଈ—ସ୍ତ୍ରୀ) 

[ଉ—ତୁ ଯଜ୍ଞ ସଞ୍ଚା ବେଗେ କର, ଯେମନ୍ତେ ଜିଣିବୁ ଅମର ଜଗନ୍ନାଥ. ଭାଗବତ]

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଦୃଢ; କଠିନ —୧. Hard
୨. (ସଂସ୍କୃତ - ସଞ୍ଚୀୟ) ପୁଂ—ସଞ୍ଚୟଶୀଳ —୨. Sroring; hoarding.
୩. କୃପଣ — ୩. Miserly.