1. କାନ୍ତି; ଦିପ୍ତୀ
  2. ସୌନ୍ଦର୍ଯ୍ୟ
  3. ହଳଦୀ; ହରିଦ୍ରା
  4. ଗୋରଚନା
  5. ଧଳା ଜାଇଫୁଲ
  6. ଗୋପୀ ବିଶେଷଶୋଭା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ସଂସ୍କୃତ - ବି—(ଶୁଭ ଧାତୁ+କରଣ. ଅ+ଆ)

ସମ୍ପାଦନା
୧. କାନ୍ତି; ଦୀପ୍ତି — ୧. Lustre; rediance; brilliance;grandeur.

[ଦ୍ରଷ୍ଟବ୍ୟ —ରୁପଭୋଗାଦିଦ୍ୱାରା ଅଙ୍ଗ— ଭୂଷଣକୁ ଶୋଭା ବୋଲାଯାଏ ସେ ଶୋଭା ମନ୍ମଥୋପ୍ୟାୟନୋଜ୍ଜ୍ୱଳା (କାମର ପ୍ରୀତିଦ୍ୱାରା ସମୃଚ୍ଛଳ) ହେଲେ ତାକୁ କାନ୍ତି ବୋଲାଯାଏ

(ଉଜ୍ଜ୍ୱଳ ନୀଳମଣି) ଶୋଭାନାୟକମାନଙ୍କର ସାତ୍ତ୍ୱିକ ଗୁଣ ଶୋଭା, ବିଳାସ, ମାଧୁର୍ଯ୍ୟ, ଗାମ୍ଭୀର୍ଯ୍ୟ, ଧୈର୍ଯ୍ୟ ଇତ୍ୟାଦି ଗୁଣ ମଧ୍ୟରୁ ଶୋଭର ଗୁଣ ସାତ୍ୱିକ ଅଟେ ଶୌର୍ଯ୍ୟ, ଦକ୍ଷତା, ସତ୍ୟଭାଷଣ, ମହୋତ୍ସାହ, ଅନୁରାଗିତା, ନୀଚଜଳ ପ୍ରତି ଘୃଣା, ଅଧିକ ଜନ ପ୍ରତି ସ୍ପର୍ଦ୍ଧା ବା ବିଜିଗୀଷା ଏ ସବୁ ଗୁଣ ଶୋଭାରେ ବିଦ୍ୟମାନ ରୂପ, ଯୌବନ, ଲାଳିତ୍ୟ ଭୋଗାଦିଦ୍ୱାରା ଅଙ୍ଗ ଭୁଷଣର ନାମ ଶୋଭା ଅର୍ଥାତ୍ ରୂପ ଯୌବନର ଅନୁଗାମୀ ସୌନ୍ଦର୍ଯ୍ୟବର୍ଦ୍ଧକ ଅଙ୍ଗଭଷଣକୁ ଶୋଭା ବୋଲାଯାଏ ଏହି ଶୋଭା କାମଦେବଙ୍କଦ୍ୱାରା ବର୍ଦ୍ଧିତ ହେଲେ ତାକୁ କାନ୍ତି ବୋଲାଯାଏ ସ୍ତ୍ରୀମାନଙ୍କର ଯୌବନଜନିତ ସ୍ୱାଭାବିତ ସୌନ୍ଦର୍ଯ୍ୟର ନାମ ଶୋଭା ଏହା ବେଶଭୁଷାଦିଦ୍ୱାରା ବର୍ଦ୍ଧିତ ହେଲେ ତାହା କାନ୍ତି ବୋଲାଏ ବିଶ୍ୱକୋଷଦ୍ୱାରା ଉଦ୍ଧୃତ ସାହିତ୍ୟ ଦର୍ପଣ] 

୨. ସୌନ୍ଦର୍ଯ୍ୟ — ୨. Beauty; grace.
୩. ହଳଦୀ; ହରିଦ୍ରା — ୩. Turmeric.
୪. ଗୋରଚନା — ୪. A yellow pigment obtained from the cows.
୫. ଧଳା ଜାଇଫୁଲ (ବିଶ୍ୱକୋଷ) — ୫. Jasminum Grandiflorum.
୬. ଗୋପୀ— ବିଶେଷ (ବିଶ୍ୱକୋଷ) — ୬. Name of a Gopī.

[ଦ୍ରଷ୍ଟବ୍ୟ — ବ୍ରହ୍ମବୈବର୍ତ୍ତ ପୁରାଣ ମତରେ ଏହି ଶୋଭାନାମ୍ନୀ ଗୋପୀ ଦେହ ପରିତ୍ୟାଗ କରି ଚନ୍ଦ୍ରମଣ୍ଡଳକୁ ଗମନ କଲାବେଳେ ତାଙ୍କ ଶରୀର ସ୍ନିଗଧ ତେଜୋରୂପରେ ପରିଣତ ହେଲା ଓ ସେ ଏହି ତେଜକୁ ରତ୍ନ,ସ୍ୱର୍ଣ୍ଣ, ସ୍ତ୍ରୀମାନଙ୍କ ମୁଖମଣ୍ଡଳ, ପଦ୍ମ, ବିଶଳୟ ଓ ପୁଷ୍ପ ପ୍ରଭୃତିଙ୍କ ମଧ୍ୟରେ ବାଣ୍ଟିଦେଲେ ଓ ଏହି କାରଣରୁ ଉକ୍ତ ଦ୍ରବ୍ୟମାନ ସ୍ୱାଭାବିକ ଶୋଭା ଧାରଣ କରି ଅଛନ୍ତି—ବିଶ୍ୱକୋଷ]

ଦେଶଜ - ବିଶେଷ୍ୟ - ସ୍ତ୍ରୀ

ସମ୍ପାଦନା

ସ୍ତ୍ରୀ ଲୋକଙ୍କନାମ — Name given to females.

ସଂସ୍କୃତ - ବିଶେଷଣ -

ସମ୍ପାଦନା

ଶୋଭାମୟ; ସୁନ୍ଦର — Beautiful; grand; charming.

[ଉ—ବଡ ଶୋଭା ରଚିଅଛି ସମ୍ୱର ପୁରେ ଭଞ୍ଜ, ବୈଦେହୀଶବିଳାସ]



ଶୋଭା

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବି (ଶୁକ+ଅ; କିମ୍ୱା ଶୋଭା+ଅ)

ସମ୍ପାଦନା
୧. ଦେବତା — ୧. A Deity.
୨. ଗୁଆଗଛ —୨. The areca- nut plant; Areca Carechu.
୩. ମହାରାଜା ହରିଶ୍ଚନ୍ଦ୍ରଙ୍କର ଶୂନ୍ୟ ବା ଆକାଶ ମଣ୍ଡଳରେ ନିର୍ମିତ ନଅର (ଏଥିର ଅନ୍ୟ ନାମ ବ୍ୟୋମଚାରପୁର) —୩. Name of a city of Rājā Hariṡchandra raised in the sky.

[ଦ୍ରଷ୍ଟବ୍ୟ —ଭାଗବତ ୧ ମ ସ୍କନ୍ଦ ୭୭ଶ ଅଧ୍ୟାୟରେ ବର୍ଣିତ ଅଛି ଯେ , ଭଗବାନ୍ ଶ୍ରୀକୃଷ୍ଣ ଏ ପୁରର ଅଧିକାରୀ ଶାଳ୍ମ ରାଜାକୁ ବଧ କରି ଏହାକୁ ଅଧିକାର କରିଥିଲେ]