ସଙ୍ଗତେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - (ପଦ୍ୟ) କ୍ରି.ବିଶେଷଣ - ସମ୍ପାଦନା

ସଙ୍ଗେ (ଦେଖ) - — Saṅge (See)

[ଉ—ବାପାଙ୍କ ସଙ୍ଗତେ ତ ଆସିଥିଲା ସେହି କୃଷ୍ଣସିଂହ. ମହାଭାରତ. ବନ.

ଦେଶଜ - ଅ ସମ୍ପାଦନା

ପରି; ସଦୃଶ —Like.

[ଉ—ବୋଲନ୍ତି ଯେ ଜଗତେ କ୍ଷତ୍ରିୟ ଏ ସଙ୍ଗତେ ଗତେ ନ ଥିଲା ହୋଇ ଧନ୍ୟ ସେ —ଭଞ୍ଜ. ବୈଦେହୀଶବିଳାସ]