ସଙ୍ଗେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ସଙ୍ଗ) ସମ୍ପାଦନା

୧. ସହ; ସହିତ; ସଙ୍ଗରେ — ୧. With; along with.

[ଉ—ଭୀମ ଦୁଃଶାସନ ସଙ୍ଗେ ଗଦା ଯୁଦ୍ଧ କଲେ]

୨. ମିଳିତ ହୋଇ; ମିଶ୍ରିତ ହୋଇ —୨. Together with; mixed with.

[ଉ—କଫ ହେଲେ ପିପ୍ପଳି ଗୁଣ୍ଡା ସଙ୍ଗେ ମହୁ ଖାଇବା]

୩. ସମଭିବ୍ୟାହାରରେ —୩. In the company of.

[ଉ—ମୁଁ ରାଜାଙ୍କ ସଙ୍ଗେ ଯିବି]