ସଙ୍ଖୁରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - ଓ ବିଶେଷଣ - (ନୀଚ ଜାତିଙ୍କ ଉଚ୍ଚାରିତ) (ସଂସ୍କୃତ - ସଙ୍କର, ସଙ୍କାର) ସମ୍ପାଦନା

ସଙ୍ଖୁଡି (ଦେଖ) - — Saṅkhuṟḍ̠i (See)

[ଦ୍ରଷ୍ଟବ୍ୟ —ଏ ଶବ୍ଦ ପ୍ରାୟଶଃ ନୀଚଜାତୀୟ ଶୂଦ୍ରମାନଙ୍କଦ୍ୱାରା ବ୍ୟବହୃତ ହୁଏ, ଏବଂ 'ସଙ୍ଖୁଡି' ଶବ୍ଦର ଅଶୁଦ୍ଧ ଆକାର; କିନ୍ତୁ ଦେଖିବାକୁ ଗଲେ ଏହା 'ସଙ୍ଖୁଡି' ଶବ୍ଦର ଅପେକ୍ଷା ମୂଳ ସଂସ୍କୃତ ଶବ୍ଦର ନିକଟତର ଅପଭ୍ରଂଶ ବଙ୍ଗ ଦେଶରେ ଅର୍ଥାତ୍ ଉତ୍ତର ପଶ୍ଚିମ ଓ ଦକ୍ଷିଣ ବଙ୍ଗରେ 'ସକଡି' ଓ ଢାକା ଓ ପୂର୍ବ ବଙ୍ଗରେ 'ସକରି' ପ୍ରୟୋଗ ହୁଏ; ହିନ୍ଦିରେ ମଧ୍ୟ ସଖରୀ ବୋଲାଯାଏ]