ସଖି
ସଖି
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିପୁଲିଙ୍ଗ - (ଶବ୍ଦ) (ସ=ସମାନ+ଖ୍ୟା ଧାତୁ=କହିବା+କର୍ମ. ଇ; ଯାହାକୁ ଲୋକେ ସମାନ ବୋଲି କହନ୍ତି; ଏହି ଶବ୍ଦର ପ୍ରଥମା ବିଭକ୍ତି ଯୁକ୍ତ ପଦ 'ସଖା' ବାକ୍ୟରେ ବ୍ୟବହୃତ ହୁଏ)
ସମ୍ପାଦନାବୟସ୍ୟ; ମିତ୍ର; ବନ୍ଧୁ; ସହଚର; ସୁହୃତ୍ — Companion; bosom friend.
(ଉ—ଏ ବାହାରେ ତୁମ୍ଭର ସଖି ଚକ୍ରପାଣି କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ)
(ସଖେ—ପୁଂ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
ସମ୍ପାଦନା(ସଖୀ ଶବ୍ଦର ସ୍ତ୍ରୀ ସମ୍ୱୋଧନ) ସଖୀ ପ୍ରତି ସମ୍ୱୋଧନ —Oh friend ! (addressed to a female friend).
(ସଖୀ—ଅନ୍ୟରୂପ)
ଅନୁବାଦ
ସମ୍ପାଦନାସଖି
|
ଦେଶଜ - ବି—(ସଂସ୍କୃତ - ସଖୀ)
ସମ୍ପାଦନା- ୧. କୁଣ୍ଢେଇ; ପୁତ୍ତଳିକା; ପିତୁଳି —୧. An image; doll; pupper.
- ୨. ସଖୀ ବା ପିତୁଳା ପରି ସୁନ୍ଦରୀ ବାଳିକା —୨. A very beautiful girl.
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନା(ସଂସ୍କୃତ - ସଖୀ) ସଖୀ ବା ପିତୁଳା ପରି ସୁନ୍ଦରୀ (ବାଳିକା) —Very beautiful (girl).
ବୈଦେଶିକ - ବିଶେଷଣ -
ସମ୍ପାଦନାସକି (ଦେଖ) - —Saki. (See)
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
ସମ୍ପାଦନାବନ୍ଧୁ; ସାଙ୍ଗ ସୁଖ — Friend.