ସକି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷଣ - (ଆରବୀ - ସକ୍)

ସମ୍ପାଦନା
୧. ସଉକି (ଦେଖ) - — ୧. Sauki (See).
୨. ବିରସ ପ୍ରକୃତିକ; ଅଭିମାନିଆ; ଯେ ସାମାନ୍ୟ କଥାରେ ମନରେ ଦୁଃଖକରେ; —୨. Of sad temperament; prone to take offence.
୩. ସନ୍ଦିହାନ ପ୍ରକୃତିବିଶିଷ୍ଟ —୩. Suspicious.