ସକି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ଆରବୀ - ସକ୍) ସମ୍ପାଦନା

୧. ସଉକି (ଦେଖ) - — ୧. Sauki (See).
୨. ବିରସ ପ୍ରକୃତିକ; ଅଭିମାନିଆ; ଯେ ସାମାନ୍ୟ କଥାରେ ମନରେ ଦୁଃଖକରେ; —୨. Of sad temperament; prone to take offence.
୩. ସନ୍ଦିହାନ ପ୍ରକୃତିବିଶିଷ୍ଟ —୩. Suspicious.