ସଖା
- ବୟସ୍ୟ
- ମିତ୍ର
- ସୁହୃତ୍
- ସହଚରସଖା
ଉଚ୍ଚାରଣ
ସମ୍ପାଦନା(ସଖୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ସଖୀ ଶବ୍ଦ ୧ମା. ୧ବ; ସ=ସମାନ+ଖ୍ୟା ଧାତୁ=କହିବା+କର୍ମ. ଇ; ଯାହାଙ୍କୁ ଲୋକେ ସମାନ ବୋଲି କହନ୍ତି)
ସମ୍ପାଦନା- ୧. ବୟସ୍ୟ —୧. A friend of the same age.
- ୨. ମିତ୍ର —୨. Friend.
(ଉ—ସଖାଗଣେ ଡାକି ଦିନେ ନୃପତନୟ, ପୁଚ୍ଛେ ସୁଲୋଚନା ଲଭିବାର ଉପାୟ ଗୋଲୋକ. ଇନ୍ଦୁରେଖା)
[ଦ୍ରଷ୍ଟବ୍ୟ —ବନ୍ଧୁ, ସୁହୃତ୍, ମିତ୍ର ଓ ସଖା ମଧ୍ୟରେ ପ୍ରଭେଦ ନିମ୍ନ ଉକ୍ତିରେ ବ୍ୟକ୍ତ ହୋଇଅଛି: ===
ଅତ୍ୟାଗସହନୋ ବନ୍ଧୁଃ, ସଦୈବାନୁସତଃ ସୁହୃତ୍ ଏକତ୍ରିୟଂ ଭବେନ୍ମିତ୍ରଂ, ସମପ୍ରାଣଃ ସଖା ମତଃ
ଅର୍ଥାତ୍ ଯେ ମିତ୍ରର ବିଚ୍ଛେଦ ସହି ନ ପାରନ୍ତି, ସେ ବନ୍ଧୁ; ଯେ ସର୍ବଦା ଅନୁମତ ବା ଏକମତ ଥାଆନ୍ତି, ସେ ସୁହୃତ୍; ଯାହାଙ୍କ କାର୍ଯ୍ୟକଳାପ ମିତ୍ରଙ୍କ କାର୍ଯ୍ୟକଳାପ ସଙ୍ଗେ ସମାନ, ସେ ମିତ୍ର ଏବଂ ଯେ ମିତ୍ରଙ୍କୁ ସ୍ୱୀୟ ପ୍ରାଣତୁଲ୍ୟ ମଣନ୍ତି, ସେ ସଖା]
- ୩. ସୁହୃତ୍ —୩. Bosomfriend.
- ୪. ସହଚର —୪. Companion.