ସଂଗୀତ ତରଙ୍ଗ
ସଂଗୀତ ତରଙ୍ଗ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -
ସମ୍ପାଦନାସଂଗୀତ ଲହରୀ (ଦେଖ) - Saṁgīta laharī (See)
ସଂଗୀତ ତରଙ୍ଗ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବି—(୬ଷ୍ଠୀ ତତ୍)
ସମ୍ପାଦନାସଂଗୀତର ପ୍ରବାହ; ଲହରୀ ପରି ଉପର୍ଯୁପରି ଧାରାବାହିକରୂପେ ଉଠୁଥିବା ସଂଗୀତର ଉଚ୍ଛ୍ୱାସ — Continuous flow of songs accompanied with music.