ସଂଗୀତ ଲହରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(୬ଷ୍ଠୀ ତତ୍) ସମ୍ପାଦନା

ସଂଗୀତର ପ୍ରବାହ; ଲହରୀ ପରି ଉପର୍ଯୁପରି ଧାରାବାହିକରୂପେ ଉଠୁଥିବା ସଂଗୀତର ଉଚ୍ଛ୍ୱାସ — Continuous flow of songs accompanied with music.