ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ମିତ୍ରତା
  • ସୌହାର୍ଦ୍ଦ
  • ମିଳନ
  • ସଂଯୋଗ
  • ସହଚରତ୍ଵ
  • ଗ୍ରହମାନଙ୍କର ସମସୁତ୍ରରେ ଅବସ୍ଥାନ ବା ମିଳନ
  • ଗୀତ, ବାଦ୍ୟ, ସ୍ଵର ଓ ତାଳର ମିଳନ

ବିଶେଷଣ (ସଂସ୍କୃତ) ସମ୍ପାଦନା

  • ଉପଯୁକ୍ତ; ସମୁଚିତ; ଉଚିତ
  • ଯଥେଷ୍ଟ
  • ଯୁକ୍ତିଯୁକ୍ତି; ଯୌକ୍ତିକ
  • ସମ୍ମିଳିତ; ମିଳିତ
  • ସଂଯୁକ୍ତ
  • ସଂବଦ୍ଧ; ସଂବନ୍ଧଯୁକ୍ତ
  • ସାକ୍ଷାତ୍ କୃତ
  • ମିତ୍ର ବା ସହଚରରୂପେ ମିଳିତ
  • ସଂଚିତ; ଏକତ୍ରୀକୃତ
  • ସହବାସ ବା ସଙ୍ଗମଦ୍ଵାରା ପରସ୍ପର ସଙ୍ଗେ ମିଳିତ
  • ଦୃଷ୍ଟ

ବିଶେଷ୍ୟ (ଦେଶଜ) ସମ୍ପାଦନା

  • ଶିଖମାନଙ୍କର ଧର୍ମଚର୍ଚ୍ଚାର୍ଥ ବୈଠକ ବା ବନ୍ଧୁ ସମ୍ମେଳନସଂଗଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ସଙ୍ଗଡ଼ [ଦେଖ] Saṅgaṟḍ̠a (See)