ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  1. ରାଶି; ଅଙ୍କ
  2. ସୁମାରି; ଗଣନା; ଗଣତି
  3. ବିଚାର
  4. ଗଣନାଦ୍ଵାରା ଜଣାଯିବା ରାଶି ବା ପରିମାଣ
  5. କୌଣସି ବିଷୟର ତଦନ୍ତ

ସଂଖ୍ୟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂଖ୍ୟାତ—ବିଣ)

=== ସଂସ୍କୃତ - ବିଶେଷ୍ୟ - (ସମ୍+ଖ୍ୟା ଧାତୁ=ଗଣିବା,କହିବା+ଭାବ. ଅ+ ସ୍ତ୍ରୀ. ଅ)

୧. ସୁମାରି; ଗଣନା; ଗଣତି — ୧. Counting; calculation; reckoning.

(ଉ—ଭୋନାଥ ତୋହର ମହିମା ସଂଖ୍ୟାରେ କେ କରିବ ସୀମା—ଜଗନ୍ନାଥ. ଭାଗବତ

୨. ବିଚାର — ୨. Consideration; deliberation.
୩. (ଗଣିତ) ରାଶି; ଅଙ୍କ (୧, ୨, ୩, ୪: ଆଦି) — ୩. (arithmetic) Number; notation.
୪. ଗଣନାଦ୍ୱାରା ଜଣାଯିବା ରାଶି ନା ପରିମାଣ — ୪. A number arrived at after counting.
୫. କୌଣସି ବିଷୟର ତଦନ୍ତ —୫. Investigation.

[ଦ୍ରଷ୍ଟବ୍ୟ —ଏକ ସଂଖ୍ୟାଠାରୁ କ୍ରମଶଃ ଦଶଗୁଣ ବୃଦ୍ଧି ହୋଇ ଥିବା ସଂଖ୍ୟାମାନଙ୍କର ନାମ ସଂବନ୍ଧରେ ବ୍ରହ୍ମାଣ୍ଡପୁରାଣର ଗୋଟିଏ ଶ୍ଳୋକ ମନେ ରଖିଲେ ବିଶେଷ ସୁବିଧା ହୁଏ ଯଥା— ଏକଂ ଦଶଂ ଶତଂ ଚୈବ ସହସ୍ରମୟୁତଂ ତଥା ଲକ୍ଷଂ ଚ ନିୟୁତଂ ଚୈବ କୌଟିରବୁଦମେବ ଚ ବୃନ୍ଦଃ ଖର୍ବୋ ନିଖର୍ବ୍ୱଶ୍ଚ ଶଙ୍ଖ ପଦ୍ମୌ ଚ ସାଗରଃ ଅନ୍ତ୍ୟଂ ମଧ୍ୟଂ ପରାଦ୍ଧଂ ଚ ଦଶବୃଦ୍ଧା ଯଥୋତ୍ତରମ୍ ଏକରେ ଗୋଟିଏ ଶୂନ୍ୟ ଯୋଗ କଲେ ୧ (ଦଶ) ଦୁଇଟି ଶୂନ୍ୟଦେଲେ ୧ (ଶତ ବା ଶହ), ତିନୋଟି ଶୂନ୍ୟଦେଲେ ୧ (ସହସ୍ର ବା ହଜାର) ହେବ ଏହିପରି ୧୭:ଟି ଶୂନ୍ୟରେ ୧ (ଏକ ପରାଦ୍ଧ) ହୁଏ କେହି କେହି ପରାର୍ଦ୍ଧ ପରେ କ୍ରମେ ଦଶଗୁଣୋତ୍ତର କ୍ଷୌଣି, ବିକ୍ଷୌଣି, ନୀଳ, ମହାନୀଳ ଓ କାଠି ଗଣନା କରନ୍ତି ଏବେ କାଠିଠାରୁ ସଂଖ୍ୟା ହଦ୍ ବୋଲି କହନ୍ତି]

  • (file)
  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ସଂଖ୍ୟ, ସଂଖ୍ୟକ) ସମ୍ପାଦନା

ସଂଖ୍ୟାଯୁକ୍ତ —Numbered;.

(ଉ—ସହସ୍ର ସଂଖ୍ୟା ମୋର ପ୍ରାୟେ ବାଞ୍ଚାରୁ କରନ୍ତି ଉଦୟେ— ଭୂପତି. ପ୍ରେମପଞ୍ଚାମୃତ)

[ଦ୍ରଷ୍ଟବ୍ୟ —ସାଧାରଣ (ଲୋକେ) ଅସଂଖ୍ୟ, ବହୁସଂଖ୍ୟକ. ଆଦି ସ୍ଥାନରେ 'ଅସଂଖ୍ୟା' 'ବହୁ ସଂଖ୍ୟା', 'ଶତ ସଂଖ୍ୟକ', ସହସ୍ର ସଂଖ୍ୟକ ସ୍ଥାନରେ 'ଶହ ସଂଖ୍ୟା', 'ହଜାର ସଂଖ୍ୟା ଏବଂ ଏହିପରି 'ଲକ୍ଷ ସଂଖ୍ୟା', 'କୋଟି ସଂଖ୍ୟା' ଓ ଖର୍ବ ସଂଖ୍ୟା' ଶବ୍ଦମାନ ବ୍ୟବହାର କରନ୍ତି]

=== ଦେଶଜ - ବି—(ଯୁବକ ରାଧାଶ୍ୟାମଙ୍କ ପ୍ରବର୍ତ୍ତିତ ଡ଼୍ରିଲ ସମ୍ୱନ୍ଧୀୟ ଆଦେଶ ବଚନବିଶେଷ) ନିଜନିଜର ସଂଖ୍ୟା

ଗଣନାକର —An order of Drill-'Number.'