ସଂକଟେଈ
ସଂକଟେଈ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାସଂକଟେଈ
|
ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ସଂକଟା)
ସମ୍ପାଦନା- ୧. ଗ୍ରାମଦେବତା ବିଶେଷ — ୧. Name of a popular Goddess.
(ଦ୍ର—ସନ୍ତାନ କାମନାରେ ସ୍ତ୍ରୀମାନେ ଏ ଦେବୀଙ୍କୁ ଭୋଗ ମାନସ କରି 'ସଂକଟେଈ ମୁଦି' ପିନ୍ଧିନ୍ତି)
- ୨. ସଂକଟା (ଦେଖ) - —୨. Saṁkaṭa (See)
- ୩. ସଂକଟେଇ ମୃଦି (ଦେଖ) - — ୩. Saṁkaṭei mudi (See)