ସଂକଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଙ୍କଟା=ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ସଂକଟ+ଆ) ସମ୍ପାଦନା

୧. ଦେବୀ ବିଶେଷ; ସଂକଟାଈ ଠାକୁରାଣୀ; ଦୁର୍ଗାଙ୍କ ଗ୍ରାମ ପୂଜିତା ମୂର୍ତ୍ତି ବିଶେଷ —୧. Name of a Goddess, a popular form of 'Durgā'
୨. ଅଷ୍ଟଯୋଗିନୀଙ୍କ ମଧ୍ୟରୁ ଏକତାମା; ଦୁର୍ଗାଙ୍କର ସହଚରୀ ଦେବୀ ବିଶେଷ —୨. One of the eight companions of Durgā.

(ଦ୍ର—ଅଷ୍ଟଯୋଗିନୀଙ୍କ ନାମ, ଯଥା—"ମଙ୍ଗଳା, ପିଙ୍ଗଳା, ଧନ୍ୟା, ଭ୍ରାମରୀ, ଭଦ୍ରିକା ତଥା; ଉଲ୍କା, ସିଦ୍ଧିଃ, ସଂକଟା ଚ ଯୋଗିନ୍ୟୋଽଷ୍ଟୌ ପ୍ରକୀର୍ତ୍ତିତାଃ"

୩. କାଶୀରେ ପ୍ରତିଷ୍ଠିତା ଓ ପୂଜିତା ଦେବୀ ପ୍ରତିମା —୩. Name of the image of Durgā worshipped at Benares.