ଶ(ଣ୍ଢା)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଣ୍ ଧାତୁ=ତନ୍ତୁ ଦାନ କରିବାରୁ କିମ୍ୱା ସଂସ୍କୃତ - ଦଣ୍ଡା) ସମ୍ପାଦନା

୧. ପିଆଜ ଆଦିର ପତ୍ର ଗୁଚ୍ଛ ମଧ୍ୟରୁ ସିଧା ଓ ଲମ୍ୱ ହୋଇ ବାହାରିଥିବା ଦଣ୍ଡ ବା ଛଡ଼ (ସାଧାରଣତଃ ଏହାର ଅଗରେ ଥୋପାଏ ଫୁଲ ଧରେ) — A long stem or scape issuing out and standing erect from a cluster of leaves pf plants, such, onion, garlic etc.

(ଯଥା—ପିଆଜ, ବାରବରଷିଆ, ରତିଫଳ ଗଛରୁ ବାହାରିଥିବା ଶଣ୍ଢା)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଶୁଣ୍ଡା)—ଶୁଆଁବାଳି ପରି ଏକ— ପ୍ରକାର ପୋକ —୧. A kind of caterpillar-like insect foundon leaves of certain plants.

[ଦ୍ରଷ୍ଟବ୍ୟ —ଏମାନେ ଗବ ଗଛର ପତ୍ର ଓ ବାଉଁଶ ପତ୍ର ଆଦିରେ ଲାଗି ଥାଆନ୍ତି ଏବଂ ସଙ୍ଗେ ଗୋରୁମାନେ ଏହି ପୋକକୁ ଖାଇଦେଲେ ମରିଯାଆନ୍ତି]

୨. (ସଂ ଶୁଣ୍ଢ)—(ବେକର) ପଛ ଆଡ଼ —୨. The back or nape of the neck.
୩. (ସଂସ୍କୃତ - ଶୁଣ୍ଡ)—ଗଛରୁ ନୁଆ ବାହାରିଥିବା ଲମ୍ୱ ସଳଖ ଶାଖା ବା ଗଜା —୩. A long slender shoot issuing from a tree.
୪. ଜରଶଣ୍ଢା; ଜ୍ୱର ହେବା ପରେ ଜିଭରେ ଓ ଓଠରେ ବାହାରି ଯିବା ବ୍ରଣ ବା ବିସ୍ଫୋଟକ —୪. Fever blister; herpes; eruptions or rashes coming out on the lips and mounth after fever.

ଅନୁବାଦ ସମ୍ପାଦନା

୫. (ସଂସ୍କୃତ - ଦଣ୍ଡ) ନାଶିକା ଛିଦ୍ରଦ୍ୱୟରୁ ମଧ୍ୟସ୍ଥ ଦଣ୍ଡବତ୍ ଅସ୍ଥି —୫. The wall between the nostrils.
୬. କମ୍ପଜ୍ୱର ଯୋଗୁଁ ନାସିକା ଛିଦ୍ରର ଅନ୍ତ— ର୍ଦେଶରେ ଓହୋଳି ପଡ଼ିବା ମାଂସପିଣ୍ଡ; ଉହା —୬. A lump of flesh which hangs down inside the nostrils as a result of ague.
୭. ଶଣ୍ଢାସୁର (ଦେଖ) - —୭. Saṇḍhāsura (See)
୮. (ସଂସ୍କୃତ - ସଣ୍ଢ) ଡେଙ୍ଗା ଓ ସ୍ଥୂଳକାୟ ବ୍ୟକ୍ତି —୮. A stout and tall person.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଡେଙ୍ଗା ବା ଲମ୍ୱ ଓ ସ୍ଥୂଳ —୧. Tall and stout.
୨. ବହ୍ଲା; ଯେଉଁ ବୃକ୍ଷ ଅତିସ୍ଥୂଳ ଓ ଡେଙ୍ଗା ହୋଇ ବଢ଼ିଯିବାରୁ ଫଳ ଉତ୍ପାଦନ କରିପାରେ ନାହିଁ —୨. (a tree or plant) Which does not bear fruit owing to its overluxuriant growth.
୩. (ସ୍ତ୍ରୀ) ବନ୍ଧ୍ୟା; ଅତି ସ୍ଥୂଳକାୟ ଓ ମାଂସଳ ହେବା ଯୋଗୁଁ ଯେଉଁ ଯେଉଁ ସ୍ତ୍ରୀର ଗର୍ଭ ହୁଏ ନାହିଁ —୩ (a woman) Who becomes incapable of conception owing to her growing fat.

ଅନୁବାଦ ସମ୍ପାଦନା

୪. (ପୁଂ) ସ୍ଥୂଳକାୟ ଓ ନପୁଂସକ, ଅର୍ଥାତ ସନ୍ତାନଜନନରେ ଅକ୍ଷମ (ପୁରୁଷ) —୪. (a male) Incapable of bringing about conception on account of his corpulence.
୫. (ସଂସ୍କୃତ - ସନଦ୍ଧରୁ)—ବଳିଷ୍ଠ ୫. Strong
୬. ମୋଟାସୋଟା —୬. Stout.

ଅନୁବାଦ ସମ୍ପାଦନା

୭. କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ —୭. Ready to do any work.
୮. କାର୍ଯ୍ୟଦକ୍ଷ; କର୍ମଠ —୮. Able fit for work
୯. ଶଡ଼କା (ଦେଖ) - —୯. Ṡaṇḍakā (See)