ଶଡ଼କା
ଶଡ଼କା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଶଡ଼କୀ—ସ୍ତ୍ରୀ)
ଦେଶଜ - ବିଶେଷଣ - (ସଂସ୍କୃତ - ଶୀର୍ଣ୍ଣାଙ୍ଗ କିମ୍ୱା ସଂସ୍କୃତ - ଯଷ୍ଟିରୁ; ଯଷ୍ଟ୍ୟଙ୍ଗ)
ସମ୍ପାଦନା- ୧. ଶୀର୍ଣ୍ଣ ଓ ଦୀର୍ଘ ହୋଇ ବଢ଼ି ଯାଇଥିବା (ଗଛ) — ୧. Slender and tall. (tree)
- ୨. (ପୁଂ.) ଶୀର୍ଣ୍ଣ ଦେବା ଓ ଡେଙ୍ଗା (ବ୍ୟକ୍ତି) — ୨. Weak and tall (person).
(ଦ୍ର—ଗଛ ଓ ମନୁଷ୍ୟ ଶଡ଼କା ହୋଇ ବଢ଼ିଗଲେ ଅସୁନ୍ଦର ଦେଖାଯାଆନ୍ତି)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା(ଧ୍ୱନ୍ୟନୁକରଣ; ହାପୁରିବାର ଧ୍ୱନିରୁ) ଏକ ହାପୁରା (ତରକାରି ଓ ଡାଲି ଆଦି ତରଳ ଖାଦ୍ୟଦ୍ରବ୍ୟର) ପରିମିତ; ତୋଡ଼ପ; ସୋଡ଼କା —One big sip of a liquid food.