ଶେଫାଳି

ଉଚ୍ଚାରଣ

ସମ୍ପାଦନା

[ଶେଫାଳିକା— ଅନ୍ୟରୂପ]

  • (file)

ସଂ, ବିଶେଷ୍ୟ -

ସମ୍ପାଦନା
୧. [ଶୀ ଧାତୁ=ଶୟନ କରିବା+ ଅଧିକରଣ ଫ=ଶେଫ ଅଳି; +ଈ] ଏହା ରାତିରେ ଫୁଟିବାରୁ ଏଥିରେ ଅଳିମାନେ ଶୟନ କରନ୍ତି; ଏହା ଶୋଇବା ବେଳେ ଫୁଟେ, ଅର୍ଥାତ୍ ଜଗତ ଶୋଇବା ଗଛ୍ ଓ ଫୁଲ; ଶଙ୍ଗଡ଼ାହାର —Nyctanthes Arbor tristes

ଶୃଙ୍ଗାରହାର (ଦେଖ) - —୧. Ṡṛuṇgāra hāra (See).

୨. ନିଗୁଣ୍ଡୀ; ସିନ୍ଧୁବାର; ବେଗୁନିଆ ଗଛ ଓ ଫୁଲ [ଧଳା ଓ ନେଳି] —୨. Five —leaved chaste tree; Vitex Trifolia.