ଶୁକଳ
ଶୁକ୍ଳ (ଦେଖ) - — Ṡukḻa (See)
[ଉ—ଚାରୋଟି ଦାନ୍ତ ତାର ଦିଶଇ ଶୁକଳ—କୃଷ୍ଣସିଂହ ମହାଭାରତ]
ବଙ୍ଗଦେଶର ବଂଶୋପାଧି ବିଶେଷ —A family title of Bengal.