ଶିଳା
ଉଚ୍ଚାରଣ: Ṡiḻā
ଶବ୍ଦ ବିନ୍ୟାସ: ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ
ଶବ୍ଦାର୍ଥ:(ସଂ. ବି)
୧. ପାଷାଣ; ପଥର
୨. ମନଃ ଶିଳା (Red arsenic)
୩. ବର୍ଷୋପଳ; କୁଆପଥର
- (ଉଦାହରଣ— ଜଳର ସଙ୍ଗେ ଶିଳାପଡ଼ି, ଶବଦ ମେଘ ଘଡ଼ ଘଡ଼ି ଜଗନ୍ନାଥ ।- ଭାଗବତ)
୪. ଦ୍ଵାରବନ୍ଧରେ ନିମ୍ନସ୍ଥ କାଠ; ଇରୁଣ୍ଡ ବନ୍ଧ
୫. ସ୍ତମ୍ଭଶୀର୍ଷ (ବିଶ୍ବକୋଷ)
୬. ପଥରର ବଡ଼ ଖଣ୍ଡ
୭. କପୂର (ହି. ଶ)
୮. ଶିଳାଜିତ୍ [ହି. ଶ.]
୯. ଗେରୁ (ହି. ଶ)
୧୦. ନୀଳ ଗୁଳ୍ମ [ହି. ଶ]
୧୧. ହରୀତକୀ [ହି. ଶ]
୧୨. ଗୋରୋଚନା [ହି. ଶ]
୧୩. ଦୂବ [ହି. ଶ]
୧୪. ପଥରର ଢମା [ହି. ଶ଼]
୧୫. ଶିଳ ବୃତ୍ତି [ହି. ଶ]
ଦେ. ବି— ଏକପ୍ରକାର ବନ୍ୟ କ୍ଷୁପ (an wild plant)
- (ଦ୍ରଷ୍ଟବ୍ୟ:— ଏହାର ପତ୍ରର ରସ ଓ ଛେଳିର କ୍ଵାଥ ତିକ୍ତମଥୁର, କଷା ଓ ଶୀତଳ ଏହା କଫ, ପିତ୍ତା, ଅତିସାର, ରକ୍ତପିତ୍ତ ଓ ବ୍ରଣ ହରଣ କରେ; ଧାତୁ ପୁଷ୍ଟି କରେ, କୁଷ୍ଠ, ରକ୍ତ ଦୋଷ, ବାତ ଓ ଅର୍ଶ ପ୍ରଶମନ କରେ ଏହାର ଖାର ଲଗାଇଲେ ମୁହଁର ବ୍ରଣ ଭଲ ହୁଏ—ଦ୍ରବଗୁଣ କଲଦ୍ରୁମ)
ବିଶେଷ୍ୟ (ପ୍ରାଦେଶିକ)
ସମ୍ପାଦନାପ୍ରାଦେ— (ବାଲେଶ୍ଵର) ବି— ବୃହତକାୟ ସାମୁଦ୍ରିକ ମତ୍ସ୍ୟ ବିଶେଷଶିଳା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ)
ସମ୍ପାଦନା- ୧. ପାଷାଣ; ପଥର —୧. Stone.
- ୨. ମନଃ ଶିଳା — ୨. Red arsenic.
- ୩. ବର୍ଷୋପଳ; କୁଆପଥର — ୩. Hail stone.
[ଉ— ଜଳର ସଙ୍ଗେ ଶିଳାପଡ଼ି, ଶବଦ ମେଘ ଘଡ଼ ଘଡ଼ି ଜଗନ୍ନାଥ. ଭାଗବତ]
- ୪. ଦ୍ୱାରବନ୍ଧରେ ନିମ୍ନସ୍ଥ କାଠ; ଇରୁଣ୍ଡ ବନ୍ଧ —୪. The lowest piece of wood in the door frame; the door-sill.
- ୫. ସ୍ତମ୍ଭଶୀର୍ଷ (ବିଶ୍ୱକୋଷ) — ୫. The capital of a column or a pillar,
- ୬. ପଥରର ବଡ଼ ଖଣ୍ଡ —୬. A block or slab of stone.
- ୭. କପୂର (ହିନ୍ଦୀ - ଶ) — ୭. Camphor.
- ୮. ଶିଳାଜିତ୍ [ହିନ୍ଦୀ - ଶ.] —୮. As phalt.
- ୯. ଗେରୁ (ହିନ୍ଦୀ - ଶ) —୯. Red ochre.
- ୧. ନୀଳ ଗୁଳ୍ମ [ହିନ୍ଦୀ - ଶ] —୧୦. Indigo plant.
- ୧୧. ହରୀତକୀ [ହିନ୍ଦୀ - ଶ] —୧୧. Myrobalan.
- ୧୨. ଗୋରୋଚନା [ହିନ୍ଦୀ - ଶ] —୧୨. Yellow pigment obtained from dead cows.
- ୧୩. ଦୂବ [ହିନ୍ଦୀ - ଶ] —୧୩. The creeping grass.
- ୧୪. ପଥରର ଢମା [ହିନ୍ଦୀ - ଶ଼] —୧୪. Peeble.
- ୧୫. [[ ଶିଳ ବୃତ୍ତି [ହିନ୍ଦୀ - ଶ] ]] (ଦେଖ) - —୧୫. Ṡiḻābṛutti (See).
ଦେଶଜ - ବିଶେଷ୍ୟ -
ସମ୍ପାଦନାଏକପ୍ରକାର ବନ୍ୟ କ୍ଷୁପ —A kind of wild plant.
[ଦ୍ରଷ୍ଟବ୍ୟ —ଏହାର ପତ୍ରର ରସ ଓ ଛେଳିର କ୍ୱାଥ ତିକ୍ତମଥୁର, କଷାୟ ଓ ଶୀତଳ ଏହା କଫ, ପିତ୍ତା, ଅତିସାର, ରକ୍ତପିତ୍ତ ଓ ବ୍ରଣ ହରଣ କରେ; ଧାତୁ ପୁଷ୍ଟି କରେ, କୁଷ୍ଠ, ରକ୍ତ ଦୋଷ, ବାତ ଓ ଅର୍ଶ ପ୍ରଶମନ କରେ ଏହାର ଖାର ଲଗାଇଲେ ମୁହଁର ବ୍ରଣ ଭଲ ହୁଏ—ଦ୍ରବ୍ୟଗୁଣ କଲଦ୍ରୁମ]
ପ୍ରାଦେ— (ବାଲେଶ୍ୱର) ବିଶେଷ୍ୟ -
ସମ୍ପାଦନାବୃହତକୀୟ ସାମୁଦ୍ରିକ ମତ୍ସ୍ୟ ବିଶେଷ — A kind of big sea fish.