ଶିକୁଳା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଶୃଙ୍ଖଳ)

ସମ୍ପାଦନା
୧. ଜଞ୍ଜିର; ଶୃଙ୍ଖଳ — ୧. Chain.

[ଉ—ନ ତୁଟିଲେ ଦ୍ୱିଜାତିର ଏସ୍ୱାର୍ଥ ଶିକୁଳି ଚିନ୍ତାମଣି ବିକ୍ରମାଦିତ୍ୟ]

୨. କବାଟକୁ ଚଉକାଠରେ ଅଟକାଇବା ପାଇଁ ବ୍ୟବହୃତ ଶୃଙ୍ଖଳ —୨. Door chain.
୩. ଶାଙ୍କୁଳା (ଦେଖ) - — ୩. Ṡaṅkuḻā (See)
୪. ଶିକୁଳା ଘାସ (ଦେଖ) - — ୪. Ṡikuḻā ghāsa (See)

[ଉ—ଶିକୁଳା ଦୁର୍ଗମ ଅଭ୍ରଙ୍କଶ ସେହି ଶିଖର ଚୁଳେ ବିହରି ଜାଳିଥିବେ ଶୁଷ୍କ ଧନ୍ୱନ୍ତରି ତୃଣେ ଅନଳ ଗଣ୍ଡ ସୁନ୍ଦରୀ ରାଧାନାଥ ପାର୍ବତୀ]