ଶାଙ୍କୁଳା
ଶାଙ୍କୁଳା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଶାଙ୍କୁଳା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୃଙ୍ଖଳ)
ସମ୍ପାଦନା- ୧. ଧାତୁ ଆଦିର ମୁଦ୍ରିକା ଯୁକ୍ତ ଶୃଙ୍ଖଳ —୧. Chain.
[ଉ—ବ୍ରତ ଯାର ଅଧୀନତା— ଶାଙ୍କୁଳି ସର୍ଜନା—ରାଧାନାଥ ମହାଯାତ୍ରା଼]
[ଦ୍ରଷ୍ଟବ୍ୟ — ଶାଙ୍କୁଳିର ମୁଦ୍ରିକାମାନଙ୍କୁ କଡ଼ି (ଢ଼ି) ବୋଲାଯାଏ ]
- ୨. କଇଦିଙ୍କ ହାତ ଗୋଡ଼ରେ ପଡ଼ିବା ବେଡ଼ି —୨. Fetters.
(ଉ—ଶାଙ୍କୁଳି ଦେଲା ବନ୍ଦୀ ଘରେ, ଅନେକ ଯାଦବ ସଙ୍ଗରେ—ଜଗନ୍ନାଥ ଭାଗବତ)
- ୩. ସଧବା ସ୍ତ୍ରୀଙ୍କ ହାତରେ ପିନ୍ଧାଯିବା ଖଡ଼ୁ ବା ବଳୟ (ସଧବାର ଚିହ୍ନ) — ୩. Wristlets worn by women having their husbands living.
(ବଙ୍ଗଳାରେ ଏହି ଅର୍ଥରେ 'ଲୋହା' [ଲୌହବଳୟ] ବ୍ୟବହୃତ ହୁଏ)
- ୪. ରୋଗ ବା ବାତ ବା ଅଚେତନ ଅବସ୍ଥା ଯୋଗୁଁ ହାତର ମୁଠା ଓ ଦାନ୍ତପାଟିର ଦୃଢବଦ୍ଧ ହେବା ଅବସ୍ଥା; ଜାବ —୪. The state of the hold of the fist or of the jaws being locked up (due to fits or disease).