ଶାକରା

ଉଚ୍ଚାରଣ

ସମ୍ପାଦନା
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶର୍କରା)

ସମ୍ପାଦନା
୧. ଶାକର (ଦେଖ) - — ୧. Ṡākara (See)
୨. ଏକ ପ୍ରକାରର ଖଜା; (ଏହା କନ୍ଦ ବା ଗୁଡ଼ର ଦ୍ରବଦ୍ୱାରା ପ୍ରସ୍ତୁତ ଦ୍ରବ ଅବସ୍ଥାରେ ଏହାକୁ ଛୁଞ୍ଚରେ ଢ଼ାଳିବା ପରେ ଶୁଖାଇ ଟାଣ କରାଯାଏ] — ୨. A caker made by pouring liquid sugar into moulds and then drying it up in air.