ଶାକର
ଶାକର
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଶାକର
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶର୍କରା)
ସମ୍ପାଦନା- ୧. ଶର୍କରା; ଗୁଡ଼, କନ୍ଦ ଆଦି — ୧. Sugar.
(ଉ—ସରଲବଣୀ ଛେନା ଦହି, ସଙ୍ଗତେ ଶାକର ମିଶାଇ ପ୍ରାଚୀ. ପ୍ରେମଭକ୍ତି ବ୍ରହ୍ମଗୀତା)
- ୨. ଗୁଡ଼ରୁ ବା କନ୍ଦରୁ ପ୍ରସ୍ତୁତ ଚୁନା; ଖଣ୍ଡ —୨. Sugar powder; pulverised sugar.
- ୩. ଖଟା ଓ ମିଠା ଦିଆଯାଇ ପାକ କରାଯାଇଥିବା ତରକାରୀ ବିଶେଷ; ମଧୁ ରୁଚି —୩. A curry seasoned with sugar and acid.
- ୪. ଗୁଡ଼ରେ ବା କନ୍ଦରେ ତିଆର ଜିଲିପି ପରି ଏକପ୍ରକାର ମିଷ୍ଟାନ୍ନ — ୪. A kind of round and flat sweetmeat.
[ଦ୍ରଷ୍ଟବ୍ୟ —ଏହା ଦୁଇପ୍ରକାର; କନ୍ଦରୁ ଯାହା ତିଆରି ହୁଏ, ତାହା ଧଳା ଦିଶୁଥିବାରୁ ତାହାକୁ ଶ୍ୱେତ ଶାକର କହନ୍ତି ଓ ଗୁଡ଼ରୁ ତିଆରି ଶାକର ନାଲି ଦିଶୁଥିବା ହେତୁ ତାକୁ ନାଲିଶାକର କହନ୍ତି ]