ଶହଳ

ଉଚ୍ଚାରଣ

ସମ୍ପାଦନା

[ଶହଳ, ଶିଥଳ—ଅନ୍ୟରୂପ]

  • (file)

ଦେଶଜ - ବି—(ସଂସ୍କୃତ - ଶଲ୍ୟ)

ସମ୍ପାଦନା

ଲଙ୍ଗଳର ଅଂଶବିଶେଷ; ହଳର ଯୁଆଳିରେ ବଳଦଙ୍କ କାନ୍ଧ ରହିବା ଅଂଶର ଭିତର ଆଡ଼କୁ ତଳ ଆଡ଼ୁ ଲାଗିଥିବା କାଷ୍ଠର କୀଳକ; ଯୁଗ କୀଳକ —Pins of a near both the ends of the yoke of a plough within which and the ends of the yoke the bullocks are yoked.



ଶହଳ

ଉଚ୍ଚାରଣ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଲ୍ୟ)

ସମ୍ପାଦନା

ଶଅଳ (ଦେଖ) - Ṡa-aḻa. (See)

ଦେଶଜ - କ୍ରି.ବିଶେଷଣ - ଓବିଶେଷଣ -

ସମ୍ପାଦନା

ସହଳ (ଦେଖ) - — Sahaḻa (See).